କର୍ପୋରେଟ

ଲକ୍ଷ୍ୟ - ଉଦ୍ଦେଶ୍ୟ - ମୂଲ୍ୟବୋଧ

ଲକ୍ଷ୍ୟ 2026

ନିରାପଦ ଏବଂ ବିଶ୍ୱସନୀୟ ବିଜୁଳି ସେବା ଯୋଗାଣ, ଗ୍ରାହକଙ୍କର ଉନ୍ନତ ଅନୁଭୂତି ଏବଂ ନୂତନ ପ୍ରଯୁକ୍ତି ବିନିଯୋଗ ମାଧ୍ୟମରେ ଜୀବନକୁ ଅଧିକ ସମୃଦ୍ଧ କରିବା।

ଉଦ୍ଦେଶ୍ୟ 2026

  • ଆଇ - ଇନୋଭେସନ୍ ଜରିଆରେ ଆଖିଦୃଶିଆ ପରିବହନ ଓ ବ୍ୟବସାୟିକ କ୍ଷତି ହ୍ରାସ
  • ଟି - ଶିଖିବାର ଏକ ବାତାବରଣ ମାଧ୍ୟମରେ କର୍ମଚାରୀମାନଙ୍କର ସଶକ୍ତିକରଣ
  • ଆର୍ - ଗ୍ରାମାଞ୍ଚଳରେ ପହଞ୍ଚି ନିରନ୍ତର ଜୀବିକା ସୃଷ୍ଟି କରିବା
  • ୟୁ - କାର୍ଯ୍ୟ ପ୍ରକ୍ରିୟା ସମ୍ପର୍କିତ ଉତ୍କର୍ଷତା ହାସଲ କରିବା ପାଇଁ ପ୍ରକ୍ରିୟାଗତ ପୁନଃବିନ୍ୟାସ କରିବା
  • ଏସ - ଗ୍ରାହକମାନଙ୍କ ପାଇଁ ସେବା ଅନୁଭୂତିକୁ ଆନନ୍ଦପୁର୍ଣ୍ଣ କରିବା
  • ଟି - ଡିଜିଟାଲ ନବୀକରଣ ଦ୍ୱାରା ରୂପାନ୍ତରଣ

ମୂଲ୍ୟବୋଧ

SCALE- Safety, Care, Agility, Learning, Ethics

  • ସୁରକ୍ଷା - ସମସ୍ତ ବ୍ୟବସାୟିକ ଲକ୍ଷ୍ୟ ତୁଳନାରେ ମୌଳିକ ମୂଲ୍ୟବୋଧ ରୂପେ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଧାନ୍ୟ ଦେବା।
  • ଯତ୍ନ - ଆମ ପରିବେଶ, ଗ୍ରାହକ, ଅଂଶୀଦାର, ସ୍ଥାନୀୟ ଲୋକ ସମ୍ପ୍ରଦାୟ, ଓ ଆମ ଲୋକଙ୍କ (କର୍ମଚାରୀ ଓ ବ୍ୟାବସାୟିକ ଅଂଶୀଦାର) ଯତ୍ନ ନେବା ।
  • ତୀବ୍ରତା - ଅନ୍ୟ ସହ ସହଭାଗିତା ଓ କର୍ମଚାରୀମାନଙ୍କର ସଶକ୍ତିକରଣ ମାଧ୍ୟମରେ ଦ୍ରୁତ ବେଗରେ ତଥା ସ୍ୱତଃପ୍ରବୃତ୍ତ ଭାବେ ସମସ୍ୟାର ସମାଧାନ କରିବାର କ୍ଷମତା ହାସଲ କରିବା ।
  • ଶିକ୍ଷା - ଟ୍ରେନିଂ ଜରିଆରେ ଭବିଷ୍ୟତ ପାଇଁ କୁଶଳତା ହାସଲ କରିବା । ଏଥି ପାଇଁ ଅଧିକରୁ ଅଧିକ ଇ- ଲର୍ଣ୍ଣିଂର ବ୍ୟବସ୍ଥା କରିବା ।
  • ନୈତିକ - ବିଶ୍ୱାସଯୋଗ୍ୟତା ଏବଂ ଭରସା ମାଧ୍ୟମରେ ନୈତିକତାର ମାନଦଣ୍ଡ ସୃଷ୍ଟି କରିବା।