ଗ୍ରାହକ କ୍ଷେତ୍ର

ଉପଭୋକ୍ତା ପୋର୍ଟାଲ

ଟିପିସିଓଡିଏଲର ଉପଭୋକ୍ତା ପୋର୍ଟାଲକୁ ଆପଣମାନଙ୍କୁ ସ୍ୱାଗତ । ଟିପିସିଓଡିଏଲରେ ଆମେମାନେ ଆପଣମାନଙ୍କର ପ୍ରତ୍ୟାଶା ଠାରୁ ମଧ୍ୟ ଅଧିକ ସେବା ଯୋଗାଇବା ପାଇଁ ନିରନ୍ତର ପ୍ରୟାସ କରୁଛୁ ଏବଂ ଏଥିପାଇଁ ଅନେକ ନୂତନ ପ୍ରୟୋଗ ମଧ୍ୟ କରୁଛୁ ।

ଏହି ପୋର୍ଟାଲ ମାଧ୍ୟମରେ ଆମେ ଆମର ସମସ୍ତ ଉପଭୋକ୍ତାମାନଙ୍କ ନିକଟରେ ପହଞ୍ଚିବାର ପ୍ରୟାସ କରୁଛୁ । ଉପଭୋକ୍ତାମାନେ ସୁବିଧାରେ ଏଠାରୁ ଆବଶ୍ୟକୀୟ ତଥ୍ୟ ପାଇପାରିବେ ଏବଂ ଫଳପ୍ରଦ କାରବାର କରିପାରିବେ। ଆମେ ଆଶା କରୁଛୁ ଯେ ଏହା ଆପଣମାନଙ୍କ ପାଇଁ ଏକ ସାର୍ଥକ ଅନୁଭୂତି ହେବ।

ଆପଣମାନଙ୍କର ମତାମତକୁ ଆମେ ସ୍ୱାଗତ କରୁଛୁ । ଦୟାକରି ଆପଣମାନେ ମତାମତ ଦେବାରେ କୁଣ୍ଠା ପ୍ରକାଶ କରନ୍ତୁ ନାହିଁ, ଆମେ ଏହା ଶୁଣିବାକୁ ଆଗ୍ରହର ସହ ଅପେକ୍ଷା କରିଛୁ ।

ଲଗ ଇନ କରିସାରିବା ପରେ ଆପଣମାନେ ଆପଣଙ୍କ ବିଲ ଦେଖିପାରିବେ ଏବଂ ବିଲ ପୈଠ କରି ପାରିବେ, ସେବା ପାଇଁ ଅନୁରୋଧ କରିପାରିବେ ଏବଂ ଏହାର ଅଗ୍ରଗତି ଉପରେ ଖବର ରଖି ପାରିବେ।

ଆମର ଉପଭୋକ୍ତା ପୋର୍ଟାଲରେ ଲଗ ଇନ କରିବା ପାଇଁ ନିମ୍ନ ଲିଙ୍କରେ କ୍ଲିକ କରନ୍ତୁ :