Roshni

Roshni

ସିଏ ବୁଦ୍ଧିମତୀ, ସ୍ମାର୍ଟ, ପ୍ରତ୍ୟୁତ୍ପନ୍ନମତି, ସାହାଯ୍ୟ କରିବାକୁ ଆଗଭର ଏବଂ କରିସ୍ମାକାରିଣୀ । ସିଏ ଆପଣଙ୍କ ସହ ବିଦ୍ୟୁତ ସମ୍ପର୍କିତ ସୂଚନା ବାଣ୍ଟିବାକୁ ପ୍ରସ୍ତୁତ ।

ରୋଶନୀ ବିଶ୍ୱାସ କରେ ଯେ ଭାବର ନିୟମିତ ଆଦାନପ୍ରଦାନ ଫଳରେ ସଶକ୍ତିକରଣ କରାଯାଇ ପାରିବ। ସେ ଗୁରୁତ୍ୱପୂର୍ଣ ପ୍ରସଙ୍ଗଗୁଡିକରେ କରେ କିନ୍ତୁ ମଜାଳିଆ ଢଙ୍ଗରେ । ତାଙ୍କ ଭାବର ଆଦାନ ପ୍ରଦାନ ଅନେକ ମଜା ଲାଗିବ । ଆମର ବିଶ୍ୱାସ ଯେ ଆମର ଉପଭୋକ୍ତାମାନଙ୍କୁ ତାଙ୍କ ସହ କଥା ବାର୍ତ୍ତା ଆନନ୍ଦ ଦେବ ଏବଂ ସେ ତାଙ୍କର ମୂଲ୍ୟବାନ ଉପଦେଶ ମାଧ୍ୟମରେ ନିରନ୍ତର ଆପଣମାନଙ୍କର ପଥ ପ୍ରଦର୍ଶନ କରିବେ । ବେଳେ ବେଳେ ସେ ଦାର୍ଶନିକ ହେବେ ଏବଂ ବେଳେ ବେଳେ ଆପଣଙ୍କ ବନ୍ଧୁ ।